ODISHA MFI OPPORTUNITIES WhatsApp group icon

ODISHA MFI OPPORTUNITIES

Posted 3 hours ago

ଗ୍ରୁପର ନିୟନିୟମାବଳୀ ସବୁ ସଦସ୍ୟ ମାନଙ୍କୁ ଅନୁରୋଧ କରାଯାଉଛି ଯେ କେବଳ group related ଗ୍ରୁପ ସମ୍ବଧିତ ପୋଷ୍ଟ କୁ ଗ୍ରୁପ ରେ ପୋଷ୍ଟ କରନ୍ତୁ. ବ୍ୟକ୍ତିଗତ ଫଟୋ, Good morning ଫଟୋ, Good night ଫଟୋ , ଜନ୍ମ ଦିନ ଫଟୋ ଦିଅନ୍ତୁ ନାହିଁ l ଅନାବଶ୍ୟକ ଭିଡ଼ିଓ, ଫଟୋ, GIF, ଭଗବାନଙ୍କ ରାଣ ବାଲା ମେସେଜ, Recharge ମିଳିବା ଲିଙ୍କ , ପୋଷ୍ଟ କରିବେ ନାହିଁ l କୌଣସି ଅଦରକାରୀ ସାମଗ୍ରୀର ପ୍ରଚାର ପ୍ରସାର କରନ୍ତୁ ନାହିଁ ଗ୍ରୁପରେ ! ଗ୍ରୁପର ସଦସ୍ୟମାନେ କେହି କାହାରିକୁ ଅସମ୍ମାନ କରନ୍ତୁ ନାହିଁ । ଗ୍ରୁପର ମର୍ଯ୍ୟାଦା ରକ୍ଷା କରନ୍ତୁ ଏବଂ ସମସ୍ତ ସଦସ୍ୟଙ୍କୁ ଉତ୍ତମ ବନ୍ଧୁ ଭାବରେ ଗ୍ରହଣ କରନ୍ତୁ !!

Join on WhatsApp
+ Add Your Group